୨୦୧୭ ଉଇକିମାନିଆରେ ଅଂଶଗ୍ରହଣ

by psubhashish

୨୦୧୭ ଉଇକିମାନିଆରେ ଓଡ଼ିଆ ଉଇକିମିଡ଼ିଆନ୍ସ ଇଉଜର ଗ୍ରୁପ ତରଫରୁ ଶୈଳେଶ ପଟ୍ଟନାୟକ ଓ ସୁଭାସିସ ପାଣିଘରି ଅଂଶଗ୍ରହଣ କରିଥିଲେ । ସେମାନେ କି କି କାର୍ଯ୍ୟକ୍ରମରେ ସେଠାରେ ଭାଗନେଉଛନ୍ତି ତଳ କ୍ୟାଲେଣ୍ଡରରୁ ସଭିଏଁ ଦେଖିପାରିବେ ଓ ସେସବୁ କାର୍ଯ୍ୟକ୍ରମରୁ କଣ ଶିଖିଲେ ତାହା ପଚାରିପାରିବେ ।

Advertisements